Sada Zumuncin Iyali
Labarin Salavat
Salavat ya san yadda ake zaman kurkuku saboda imaninsa. Ya kuma san yadda iyalinsa suka sha wahala. Yanzu yana tunani za a iya mayar dashi a kurkuku.
- Larabci
- Bāgala
- Yaren Bangla
- Yaren Burma
- Yaren Cantonese
- Sinanci
- Turanci
- Faransanci
- Greek
- Hausa
- Ibrananci
- Hindi
- Harshen Indonisiya
- Yaren Kannada
- Mutumin Koriya
- Lao
- Yaren Marathi
- Yaren Nepal
- Farisanci
- Portugisawa (Birazil)
- Fotigal (Turai)
- Sifaniyawa (Amirka ta Latin)
- Yaren Tagalog
- Telugu
- Urdu
- Harshen Vietnamanci
Kashi/Sassa
-
ସାରାର କାହାଣୀ
ଏକ ଗୁପ୍ତ ଚର୍ଚ୍ଚ ପତ୍ରିକାର ପ୍ରକାଶନରେ ସହାୟତା କରିଥିବା ପାଇଁ ସାରାଙ୍କୁ ଗିରଫ କରାଗଲା ଏବଂ ମାଡ଼ ଦିଆଗଲା |
-
ଆଲେକ୍ସର କାହାଣୀ
ଏକ କୋଲୋମ୍ବିୟାନ୍ ବ୍ୟକ୍ତି ଯିଏ FARC ଆତଙ୍କବାଦୀଙ୍କ ନେତୃତ୍ୱରେ ହୋଇଥିବା ନରସଂହାରରୁ ବଞ୍ଚିଯାଇଥିଲେ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ଦେଇ ସେ ଆପଣା ହତ୍ୟା ପ୍ରଯତ୍ନକାରୀଙ୍କୁ କ... more
ଆଲେକ୍ସର କାହାଣୀ
ଏକ କୋଲୋମ୍ବିୟାନ୍ ବ୍ୟକ୍ତି ଯିଏ FARC ଆତଙ୍କବାଦୀଙ୍କ ନେତୃତ୍ୱରେ ହୋଇଥିବା ନରସଂହାରରୁ ବଞ୍ଚିଯାଇଥିଲେ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ଦେଇ ସେ ଆପଣା ହତ୍ୟା ପ୍ରଯତ୍ନକାରୀଙ୍କୁ କ୍ଷମା ଦେଇଥିବା ତାଙ୍କ ଯାତ୍ରା |
-
ଶାଫିୟାର କାହାଣୀ
ଶାଫିୟାର ଅପହରଣର ଦୁଃସ୍ୱପ୍ନ ସେତେବେଳେ ଅନ୍ତହେଲା ଯେବେ ସେ ତାଙ୍କ ବାର୍ବାରିକ କାରାଗାର ଦ୍ୱାର ଖୋଲା ପାଇଲେ | କିନ୍ତୁ ଏକ ଦୁଃସ୍ୱପ୍ନ ଅନ୍ତ ହେଉହେଉ ଅନ୍ୟଟି ଆରମ୍ଭ ହୋଇଥିଲା |.
-
ସଲାୱତ୍ ର କାହାଣୀ
ତାଙ୍କ ବିଶ୍ୱାସ ସକାଶେ ଜେଲ୍ରେ ସମୟ ବିତାଇବା କ'ଣ ହୋଇଥାଏ ଏହା ସଲାୱତ୍ ଜାଣନ୍ତି| ସିଏ ମଧ୍ୟ ଜାଣନ୍ତି ଯେ ତାଙ୍କ ପରିବାର କିଭଳି କଷ୍ଟଭୋଗ କଲେ | ସେ ପୁନଃର୍ବାର ଜେଲ୍କୁ ପଠାଇ... more
ସଲାୱତ୍ ର କାହାଣୀ
ତାଙ୍କ ବିଶ୍ୱାସ ସକାଶେ ଜେଲ୍ରେ ସମୟ ବିତାଇବା କ'ଣ ହୋଇଥାଏ ଏହା ସଲାୱତ୍ ଜାଣନ୍ତି| ସିଏ ମଧ୍ୟ ଜାଣନ୍ତି ଯେ ତାଙ୍କ ପରିବାର କିଭଳି କଷ୍ଟଭୋଗ କଲେ | ସେ ପୁନଃର୍ବାର ଜେଲ୍କୁ ପଠାଇ ଦିଆଯାଇପାରନ୍ତି ବୋଲି ସେ ବର୍ତ୍ତମାନ ଚିନ୍ତାକରନ୍ତି |
-
ପାଦିନାର କାହାଣୀ
ପାଦୀନା ଅତ୍ମହତ୍ୟା କରିବାକୁ ଦୄଢ଼ ନିଶ୍ଚିତ ଥିଲେ | ସିଏ ଯୀଶୁ ଖ୍ରୀଷ୍ଟଙ୍କୁ ଲଜ୍ଜିତ କରି...ଆଲ୍ଲାହ୍ଙ୍କୁ ଗୌରବାନ୍ୱିତ କରିବାକୁ ଯୋଜନା କଲେ | ସିଏ ଏକ ସମ୍ପୁର୍ଣ୍ଣ ମୁସଲ୍ମାନ... more
ପାଦିନାର କାହାଣୀ
ପାଦୀନା ଅତ୍ମହତ୍ୟା କରିବାକୁ ଦୄଢ଼ ନିଶ୍ଚିତ ଥିଲେ | ସିଏ ଯୀଶୁ ଖ୍ରୀଷ୍ଟଙ୍କୁ ଲଜ୍ଜିତ କରି...ଆଲ୍ଲାହ୍ଙ୍କୁ ଗୌରବାନ୍ୱିତ କରିବାକୁ ଯୋଜନା କଲେ | ସିଏ ଏକ ସମ୍ପୁର୍ଣ୍ଣ ମୁସଲ୍ମାନ ଥିଲେ, କିନ୍ତୁ ଶୀଘ୍ର ହିଁ ତାଙ୍କୁ ମୁସଲ୍ମାନ ମାନେ ହତ୍ୟା କରିବାକୁ ଚାହିଁବେ |
-
ବାଉନ୍ଚାନ୍ର କାହାଣୀ
ଏକ କମ୍ୟୁନିଷ୍ଟ ସୈନ୍ୟ ରୁପେ ସମ୍ମାନିତ |. ଯୀଶୁ ଖ୍ରୀଷ୍ଟଙ୍କ ଅନୁଗାମୀ ରୁପେ ତିରସ୍କୄତ |. ଏକ ଦଶନ୍ଧିରୁ ଅଧିକ ଧରି ଖ୍ରୀଷ୍ଟଙ୍କ ନିମନ୍ତେ କାରାଗାର ପ୍ରାପ୍ତ |
-
ୱିକ୍ଟୋରିଆର କାହାଣୀ
ଯେତେବେଳେ ୱିକ୍ଟୋରିଆ ଏବଂ ଡିପର୍ ଲାଇଫ୍ ଚର୍ଚ୍ଚ ଗମ୍ବେ, ନାଇଜେରିଆ ର ତାଙ୍କ ସାଥି ବିଶ୍ୱାସୀ ମାନେ ଏକତ୍ର ହୋଇ ତାଡ଼ନା ପ୍ରାପ୍ତ ଚର୍ଚ୍ଚ ନିମନ୍ତେ ପ୍ରାର୍ଥନା କଲେ, ସେମାନେ ଭା... more
ୱିକ୍ଟୋରିଆର କାହାଣୀ
ଯେତେବେଳେ ୱିକ୍ଟୋରିଆ ଏବଂ ଡିପର୍ ଲାଇଫ୍ ଚର୍ଚ୍ଚ ଗମ୍ବେ, ନାଇଜେରିଆ ର ତାଙ୍କ ସାଥି ବିଶ୍ୱାସୀ ମାନେ ଏକତ୍ର ହୋଇ ତାଡ଼ନା ପ୍ରାପ୍ତ ଚର୍ଚ୍ଚ ନିମନ୍ତେ ପ୍ରାର୍ଥନା କଲେ, ସେମାନେ ଭାବି ନଥିଲେ ଯେ କେତେ ଶୀଘ୍ର ସେମାନେ ନିଜେ ତାଡ଼ନା ପ୍ରାପ୍ତ ହେବେ |
-
ଲେଇନାର କାହାଣୀ
ଯେମିତି ଲେଇନା ପ୍ରାର୍ଥନା କଲେ, ସେ ଯୁ୍ଦ୍ଧଗ୍ରସ୍ଥ ସିରିୟାରେ ତାଙ୍କ ସାକ୍ଷ ହେବାକୁ ପରମେଶ୍ୱରଙ୍କୁ ଆପଣା ଜୀବନ ସମର୍ପଣ କଲେ | କିନ୍ତୁ ସେ ଅନୁଭବ କଲେ ଯେ ପ୍ରଭୁ ତାଙ୍କ ନିଜ ଜୀବ... more
ଲେଇନାର କାହାଣୀ
ଯେମିତି ଲେଇନା ପ୍ରାର୍ଥନା କଲେ, ସେ ଯୁ୍ଦ୍ଧଗ୍ରସ୍ଥ ସିରିୟାରେ ତାଙ୍କ ସାକ୍ଷ ହେବାକୁ ପରମେଶ୍ୱରଙ୍କୁ ଆପଣା ଜୀବନ ସମର୍ପଣ କଲେ | କିନ୍ତୁ ସେ ଅନୁଭବ କଲେ ଯେ ପ୍ରଭୁ ତାଙ୍କ ନିଜ ଜୀବନଠୁଁ କିଛି ଅଧିକ ମାଗୁଛନ୍ତି | କ'ଣ ସେ ସେହି ପ୍ରତିଶୄତି ଦେଇପାରିବେ?
-
ସୁଟାର କାହାଣୀ
ଦେଖନ୍ତୁ ସୁଟାର ଈଶ୍ୱରଙ୍କ ପ୍ରତି ଆଜ୍ଞାକାରିତା, କିପରି ସେ ଗ୍ରାମକୁ ଫେରିବାରୁ ଯେଉଁ ଗ୍ରାମକୁ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଛାଡ଼ି ଚାଲିଯିବାକୁ ଆଦେଶ ଦେଇଥିଲେ, ନା କେବ... more
ସୁଟାର କାହାଣୀ
ଦେଖନ୍ତୁ ସୁଟାର ଈଶ୍ୱରଙ୍କ ପ୍ରତି ଆଜ୍ଞାକାରିତା, କିପରି ସେ ଗ୍ରାମକୁ ଫେରିବାରୁ ଯେଉଁ ଗ୍ରାମକୁ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଛାଡ଼ି ଚାଲିଯିବାକୁ ଆଦେଶ ଦେଇଥିଲେ, ନା କେବଳ ତାଙ୍କ ନିଜ ଜୀବନ କିନ୍ତୁ ତାଙ୍କୁ ଘୄଣା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ପରିବର୍ତ୍ତୀତ କରେ |
-
ହାନ୍ନିଲିର କାହାଣୀ
ଯେତେବେଳେ ହାନ୍ନିଲି ଏବଂ ତାଙ୍କ ପରିବାର ଆଫଗାନିସ୍ଥାନ୍ରେ ଅଗ୍ରୀମ ପଂକ୍ତିରେ ସେବା କରିବାକୁ ଦକ୍ଷିଣ ଆଫ୍ରିକାର ନିଜ ଆରାମଦାୟକ ଘର ଛାଡ଼ିଥିଲେ, ସେମାନେ ବିପଦସବୁ ବିଷୟରେ ଅବଗତ ଥ... more
ହାନ୍ନିଲିର କାହାଣୀ
ଯେତେବେଳେ ହାନ୍ନିଲି ଏବଂ ତାଙ୍କ ପରିବାର ଆଫଗାନିସ୍ଥାନ୍ରେ ଅଗ୍ରୀମ ପଂକ୍ତିରେ ସେବା କରିବାକୁ ଦକ୍ଷିଣ ଆଫ୍ରିକାର ନିଜ ଆରାମଦାୟକ ଘର ଛାଡ଼ିଥିଲେ, ସେମାନେ ବିପଦସବୁ ବିଷୟରେ ଅବଗତ ଥିଲେ | କିନ୍ତୁ ସେମାନେ ପରମେଶ୍ୱରଙ୍କ ଆହ୍ୱାନକୁ ଅସ୍ୱୀକାର କରିବେ ନାହିଁ |
-
ରିଚାର୍ଡ଼ର କାହାଣୀ
ଏହା ଏପରି ଏକ କାହାଣୀ ଯେଉଁଥିରେ ଏକ ବ୍ୟକ୍ତିଙ୍କ ବିଶ୍ୱାସଯୋଗ୍ୟତା ଓ କ୍ଲେଶଭୋଗ ତାଡ଼ନା ପ୍ରାପ୍ତ ଖ୍ରୀଷ୍ଟିୟାନଙ୍କ ସମର୍ଥନରେ ଏକ ବିଶ୍ୱବ୍ୟାପି ନେଟ୍ୱାର୍କକୁ ଜନ୍ମ ଦେଲା |
-
ଫଜଲ୍ର କାହାଣୀ
ଏହି ଭିଡ଼ିଓ ଆପଣଙ୍କୁ ଓ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଆମର ପାକିସ୍ତାନି ଖ୍ରୀଷ୍ଟିୟ ପରିବାର ଓ ସାରା ଜଗତର ତାଡ଼ନା ପ୍ରାପ୍ତ ବିଶ୍ୱାସୀ ମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରେରିତ ଏ... more
ଫଜଲ୍ର କାହାଣୀ
ଏହି ଭିଡ଼ିଓ ଆପଣଙ୍କୁ ଓ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଆମର ପାକିସ୍ତାନି ଖ୍ରୀଷ୍ଟିୟ ପରିବାର ଓ ସାରା ଜଗତର ତାଡ଼ନା ପ୍ରାପ୍ତ ବିଶ୍ୱାସୀ ମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରେରିତ ଏବଂ ଆହ୍ୱାନ୍ୱିତ କରିବ |
-
ସାଙ୍ଗ୍-ଚୁଲ୍ର କାହାଣୀ
ଏଇ କାହାଣୀକୁ ପାଦ୍ରି ହାନ୍ଙ୍କ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣେ, ସାଙ୍ଗ୍-ଚୁଲ୍ଙ୍କ ଦୄଷ୍ଟି ମାଧ୍ୟମାରେ କୁହାଯାଇଛି, ଏମିତିକା ଏକ ବ୍ୟକ୍ତି ଯିଏ ବିପଦ ଥିବା ସତ୍ତ୍ୱେ ଉତ୍ତର କୋରିୟ... more
ସାଙ୍ଗ୍-ଚୁଲ୍ର କାହାଣୀ
ଏଇ କାହାଣୀକୁ ପାଦ୍ରି ହାନ୍ଙ୍କ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣେ, ସାଙ୍ଗ୍-ଚୁଲ୍ଙ୍କ ଦୄଷ୍ଟି ମାଧ୍ୟମାରେ କୁହାଯାଇଛି, ଏମିତିକା ଏକ ବ୍ୟକ୍ତି ଯିଏ ବିପଦ ଥିବା ସତ୍ତ୍ୱେ ଉତ୍ତର କୋରିୟାର ଲୋକମାନଙ୍କ ସହ ସୁସମାଚାର ବାଣ୍ଟିବା ଜାରି ରଖିଛନ୍ତି |