ସାକ୍ଷ ର ତ୍ରୟଗାଥା (ଦି ୱିଟ୍ନେସ୍ ଟ୍ରିୟଲୋଜି)
ଶୃଂଖଳା 3 ପର୍ଯ୍ୟାୟସମୁହ
ପରିବାର ଅନୁକୂଳ
ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ଏବଂ ଶକ୍ତିର ଆବିଷ୍କାର କରନ୍ତୁ ଆଉ ଦେଖନ୍ତୁ ଯେ କାହିଁକି ତାଙ୍କ ଅନୁଗାମୀ ତାଙ୍କ ସନ୍ଦେଶକୁ ପୄଥିବୀର ଶେଷ ସୀମା ପର୍ଯ୍ୟନ୍ତ ନେଇଯିବାକୁ ସମସ୍ତ ବିପନ୍ନ କଲେ |
- ଆଲବାନ୍
- ଆରବୀ
- ଆଜେରବାଇଜାନ
- ବଙ୍ଗଳା (ମାନକ)
- ବୋସନିଆନ୍
- ବର୍ମା
- ଚାଇନିଜ୍ (ପାରମ୍ପାରିକ)
- ଚାଇନିଜ୍ (ସରଳୀକୃତ)
- କ୍ରୋଏସିଆ
- ଡଚ୍
- ଇଂରାଜୀ
- ଫ୍ରେଞ୍ଚ
- ଜର୍ଜିଆନ୍
- ହିନ୍ଦୀ
- ହମଙ୍ଗ
- ଇଣ୍ଡୋନେସିଆନ୍
- କରାକାଲ୍ପାକ୍
- କାଜାକ୍
- କୋରିଆନ୍
- କିର୍ଗିଜ୍
- ଲାଓ
- ମାକେଡୋନିଆନ୍
- ଓଡିଆ (ଓରିଆ)
- ପାର୍ସୀ
- ପଞ୍ଜାବୀ
- ରୋମାନିଆନ୍
- ଋଷିୟ
- Russian Sign Language
- ସର୍ବିଆନ୍
- ଶୁଗ୍ନି
- ସ୍ପେନିସ୍ (ଲାଟିନ୍ ଆମେରିକା)
- ତାଜିକ୍
- ୟୁକ୍ରେନ୍
- ଉର୍ଦ୍ଦୁ
- ଉଜବେକ
- ଭିଏତନାମୀ
ପର୍ଯ୍ୟାୟସମୁହ
-
1. ଆମ୍ଭମାନଙ୍କ ସହିତ ଈଶ୍ୱର
ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ପ୍ରେମର ଅନ୍ୱେଷଣ କରନ୍ତୁ ଆଉ ଦେଖନ୍ତୁ ଯେ ତାଙ୍କ ଅନୁଗାମୀମାନେ ତାଙ୍କ ସନ୍ଦେଶକୁ ଜଗତର ଶେଷ ପର୍ଯ୍ୟନ୍ତ ନେଇଯିବାକୁ ଆପଣାର ସମସ୍ତ ବିପନ୍ନ କଲେ | ପି... more
ଆମ୍ଭମାନଙ୍କ ସହିତ ଈଶ୍ୱର
ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ପ୍ରେମର ଅନ୍ୱେଷଣ କରନ୍ତୁ ଆଉ ଦେଖନ୍ତୁ ଯେ ତାଙ୍କ ଅନୁଗାମୀମାନେ ତାଙ୍କ ସନ୍ଦେଶକୁ ଜଗତର ଶେଷ ପର୍ଯ୍ୟନ୍ତ ନେଇଯିବାକୁ ଆପଣାର ସମସ୍ତ ବିପନ୍ନ କଲେ | ପିଲାମାନେ ଓ ବୟସ୍କ ଲୋକେ ସମାନ ରୁପେ ଯୀଶୁଙ୍କର ଏହି ଜୀବନ ଚରିତ୍ର ଦ୍ୱାରା ମୋହିତ ହେବେ, ଯେଉଁଥିରେ ଜ୍ୱଳନ୍ତ କଥନ ଓ ଉଚ୍ଚ ପ୍ରଭାବି ଆନିମେଶନ ସମ୍ମିଳୀତ ଅଟେ | ୭ବର୍ଷ ଆଉ ତାଠୁଁ ଅଧିକ ବୟସ୍କଙ୍କ ପାଇଁ ସୁପାରିଶ କରାଯାଏ | ଏହି ଶକ୍ତିଶାଳୀ ଉପସ୍ଥାପନା ଦର୍ଶକଙ୍କୁ ପରମେଶ୍ୱରଙ୍କ ପୁତ୍ର, ଯୀଶୁ ଖ୍ରୀଷ୍ଟଙ୍କ ପଦ ଚିହ୍ନରେ ଚାଲିବାକୁ ପ୍ରେରିତ ଓ ପ୍ରୋତ୍ସାହିତ କରିବ |
-
2. Elçiler
Ölümden dirilen İsa Mesih, havarilerine göründü ve onlara, "Göklerden gelen güçle dolana kadar Yaruşalim’de kalın!" talimatını verdi. İsa'nın onlara... more
Elçiler
Ölümden dirilen İsa Mesih, havarilerine göründü ve onlara, "Göklerden gelen güçle dolana kadar Yaruşalim’de kalın!" talimatını verdi. İsa'nın onlara emrettiği şekilde, onlar duada beklerken, Kutsal Ruh'un büyük bir güç ve mucize ile üzerlerine döküldüğü zaman gelir!
-
3. Tüm Uluslara
Tüm Uluslara, Şahitler Üçlemesin ‘in üçüncü ve son bölümüdür. Tanrı bizimle iken, Mesih'in gelişine tanık olduk. Elçiler bizimle iken ilk kilisenin do... more
Tüm Uluslara
Tüm Uluslara, Şahitler Üçlemesin ‘in üçüncü ve son bölümüdür. Tanrı bizimle iken, Mesih'in gelişine tanık olduk. Elçiler bizimle iken ilk kilisenin doğuşu ve güçlenmesine tanık olduk. Şimdi kilisenin mucizevi büyümesine tanık oluyoruz ve ilk inananların Müjde'yi Her Ulusa nasıl götürdüğünü öğreniyoruz. Elçilerin İşleri Kitabı 10-28 bölümlerini kapsayan bu heyecan verici animasyon, Hıristiyan inancının dünyayı nasıl değiştirdiğini göstermektedir. Yedi yaş ve üzeri çocuklar için önerilir.