马太福音
马太福音是基督教最初几个世纪最流行的福音,为一个开始与犹太人世界分离的基督教社区而写。马太福音竭尽全力地表明,作为弥赛亚,耶稣是旧约中有关上帝救主的预言的应验。由Lumo Project拍摄。
- 阿姆哈拉语
- 阿拉伯语
- 孟加拉语(标准)
- 缅甸语
- 中文(繁体字)
- Chechen
- 奇切瓦语
- 简体中文
- 克罗地亚语
- 捷克语
- 达里语
- 荷兰语
- 英语
- 芬兰语
- 法语
- 德语
- 古吉拉特语
- 豪萨语
- 希伯来语
- 印地语
- 印度尼西亚语
- 意大利语
- 日语
- 卡纳达语
- 哈萨克语
- 韩语
- Kurdish (Kurmanji)
- Kurdish (Sorani)
- 吉尔吉斯语
- 拉脱维亚语
- 林加拉语
- 马拉雅拉姆语
- 马拉地语
- 尼泊尔语
- 挪威语
- 波斯语
- 波兰语
- 葡萄牙语(欧洲)
- 旁遮普语
- 罗马尼亚语
- 俄语
- 塞尔维亚语
- 西班牙语(拉丁美洲)
- 斯瓦希里语
- 菲律宾语
- 泰米尔语
- 泰卢固语
- 泰语
- 土耳其语
- 乌克兰
- 乌尔都语
- Uyghur
- 乌兹别克语
- 越南语
- 约鲁巴语
集数
-
ମାଥିଉଙ୍କ ସୁସମାଚାର
ମାଥିଉଙ୍କ ସୁସମାଚାର ପ୍ରଥମ ଖ୍ରୀଷ୍ଟିୟ ଶତାବ୍ଦିର ସବୁଠୁଁ ଲୋକପ୍ରିୟ ସୁସମାଚାର ଥିଲା | ଯେତେବେଳେ ଯିହୂଦୀ ଦୁନିଆରୁ ବିଛିନ୍ନ ହେବା ପ୍ରାରମ୍ଭ ହୋଇଥିବାବେଳେ ଏହା ଏକ ଖ୍ରୀଷ୍ଟିୟ ... more
ମାଥିଉଙ୍କ ସୁସମାଚାର
ମାଥିଉଙ୍କ ସୁସମାଚାର ପ୍ରଥମ ଖ୍ରୀଷ୍ଟିୟ ଶତାବ୍ଦିର ସବୁଠୁଁ ଲୋକପ୍ରିୟ ସୁସମାଚାର ଥିଲା | ଯେତେବେଳେ ଯିହୂଦୀ ଦୁନିଆରୁ ବିଛିନ୍ନ ହେବା ପ୍ରାରମ୍ଭ ହୋଇଥିବାବେଳେ ଏହା ଏକ ଖ୍ରୀଷ୍ଟିୟ ସମ୍ପ୍ରଦାୟ ସକାଶେ ଲେଖାଯାଇଥିଲା, ମାଥିଉଙ୍କ ସୁସମାଚାର ଏହା ଦର୍ଶାଇବାକୁ ଅତି ଉଚ୍ଚକୁ ଯାଏ ଯେ, ତ୍ରାଣକର୍ତ୍ତାଙ୍କ ରୁପେ, ଯୀଶୁ ହିଁ ପୁରାତନ ନିୟମର ଭବିଷ୍ୟତ୍ ବାଣୀକୁ ପରିପୁର୍ଣ୍ଣ କରିଥିବା ଈଶ୍ୱରଙ୍କ ଉଲ୍ଲିଖିତ ତ୍ରାଣକର୍ତ୍ତା ଅଟନ୍ତି | ଲୁମୋ ପ୍ରୋଜେକ୍ଟ୍ ଦ୍ୱାରା ଚିତ୍ରାଙ୍କିତ |
-
ମାର୍କଙ୍କ ସୁସମାଚାର
ମାର୍କଙ୍କ ସୁସମାଚାର ଯୀଶୁଙ୍କ ମୂଳକଥାକୁ ସୁସମାଚାରକୁ ଲିପି ରୂପେ ନେଇ, ଶବ୍ଦ-ବଦଳେ-ଶବ୍ଦ ବ୍ୟବହାର କରି ପରଦାକୁ ଆଣେ | ଲୁମୋ ପ୍ରୋଜେକ୍ଟ୍ ଦ୍ୱାରା ଚିତ୍ରାଙ୍କିତ |
-
The Gospel of Luke
THE GOSPEL OF LUKE, more than any other, fits the category of ancient biography. Luke, as “narrator” of events, sees Jesus as the “Savior” of all peop... more
The Gospel of Luke
THE GOSPEL OF LUKE, more than any other, fits the category of ancient biography. Luke, as “narrator” of events, sees Jesus as the “Savior” of all people, always on the side of the needy and the deprived. This epic production – featuring specially constructed sets and the authentic countryside of Morocco – has been critically acclaimed by leading religious scholars as a unique and highly authentic telling of the Jesus story. Filmed by the Lumo Project.
-
ଯୋହନଙ୍କ ସୁସମାଚାର
ଯୋହନଙ୍କ ସୁସମାଚାର ବାଇବଲ ଲିପିର ଏପରି ଏକ ଚଳଚିତ୍ର ସଂସ୍କରଣ ଯେପରିକି ବାସ୍ତବରେ ଏହା ଲେଖାଯାଇଛି | ଯୀଶୁଙ୍କ ମୂଳ କଥାକୁ ଲିପି ରୂପେ ନେଇ - ଶବ୍ଦ ବଦଳେ ଶବ୍ଦ ନେଇ - ଏହି ଗହନ ଏ... more
ଯୋହନଙ୍କ ସୁସମାଚାର
ଯୋହନଙ୍କ ସୁସମାଚାର ବାଇବଲ ଲିପିର ଏପରି ଏକ ଚଳଚିତ୍ର ସଂସ୍କରଣ ଯେପରିକି ବାସ୍ତବରେ ଏହା ଲେଖାଯାଇଛି | ଯୀଶୁଙ୍କ ମୂଳ କଥାକୁ ଲିପି ରୂପେ ନେଇ - ଶବ୍ଦ ବଦଳେ ଶବ୍ଦ ନେଇ - ଏହି ଗହନ ଏବଂ ଆଶ୍ଚର୍ଯ୍ୟଜନକ ଚଳଚିତ୍ର ଇତିହାସର ସବୁଠାରୁ ପବିତ୍ର ଗ୍ରନ୍ଥ ଉପରେ ଏକ ନୂତନ ଆଲୋକ ପ୍ରକାଶ କରେ | ଅତି ସୁନ୍ଦର ଭାବେ ଚିତ୍ରାଙ୍କିତ, ଅଦ୍ଭୁତ ରୁପେ ପ୍ରଦର୍ଶିତ, ଧାର୍ମିକ, ଐତିହାସିକ ଏବଂ ଆଧୁନିକ ପୁରାତାତ୍ତ୍ୱିକ ମାନଙ୍କ ଦ୍ୱାରା ସୁଚିତ, ଏହି ଚଳଚିତ୍ର ଦେଖିବା ଏବଂ ସମ୍ପଦ କରି ରଖିବା ଯୋଗ୍ୟ ଅଟେ | ଲୁମୋ ପ୍ରୋଜେକ୍ଟ୍ ଦ୍ୱାରା ଚିତ୍ରାଙ୍କିତ |