ବୀରତାପୁର୍ଣ୍ଣ ବିଶ୍ୱାସ – ଅନୁକ୍ରମ (ହିରୋଇକ୍ ଫୈଥ୍ - ସିରିଜ୍)
ଶୃଂଖଳା 9 ପର୍ଯ୍ୟାୟସମୁହ
ମାତା-ପିତାଙ୍କ ପରାମର୍ଶ ସୁପାରିଶ କରାଯାଏ
ଯୀଶୁଙ୍କ ନାମ ଶକାସୁ କ୍ଲେଶ ପାଇବା ସାରା ବିଶ୍ୱରେ ହୋଇଥାଏ ଆଊ ଏହି ପୀଡ଼ିତ ଦେଶରେ ଥିବା ଭାଇ ଏବଂ ଭଉଣୀ ମାନଙ୍କ ସକାଶେ ପ୍ରାର୍ଥନା ଓ ସମର୍ଥନ କରିବା ଆମର ଦାୟିତ୍ୱ ଅଟେ | ୱାୟ୍ସ୍ ଆଫ୍ ଦି ମାର୍ଟିୟର୍ସ ର ଏହି ଆଠଗୋଟି ଲଘୁ ଚଳଚିତ୍ରରେ, ତିନିଗୋଟି ମହାଦେଶରୁ ତାଡ଼ନାପ୍ରାପ୍ତ ଖ୍ରୀଷ୍ଟଙ୍କ ଅନୁଗାମୀ ଭୟଙ୍କର କ୍ଲେଶ ମଧ୍ୟେ ତାଙ୍କ ଆଶା ଓ ବିଶ୍ୱାସର କାହାଣୀ ବାଣ୍ଟିଛନ୍ତି | ଏହି ବିଶ୍ୱାସୀମାନଙ୍କ ଦୄଢ଼ ବିଶ୍ୱାସ ତାଙ୍କ ଯନ୍ତ୍ରଣାକାରୀଙ୍କ ପ୍ରତି କ୍ଷମା ଜଗତର ଶେଷ ପର୍ଯ୍ୟନ୍ତ ଆପଣାର ଏହି ଭାଇ ଏବଂ ଭଉଣୀମାନଙ୍କ ମହାନ ହୄଦୟର ସ୍ମରଣ କରାଇବ |
- ଆଲବାନ୍
- ଆରବୀ
- ଆଜେରବାଇଜାନ
- ବଙ୍ଗ
- ବଙ୍ଗଳା (ମାନକ)
- ବର୍ମା
- ଚାଇନିଜ୍ (ପାରମ୍ପାରିକ)
- ଚାଇନିଜ୍ (ସରଳୀକୃତ)
- ଚେକ୍
- ଡଚ୍
- ଇଂରାଜୀ
- ଫ୍ରେଞ୍ଚ
- ଜର୍ମାନ୍
- Greek
- ହାଉସା
- ହିବ୍ରୁ
- ହିନ୍ଦୀ
- ଇଣ୍ଡୋନେସିଆନ୍
- କନ୍ନଡ
- କୋରିଆନ୍
- ଲାଓ
- ମରାଠୀ
- ନେପାଳୀ
- ଓଡିଆ (ଓରିଆ)
- ପାର୍ସୀ
- ପୋଲିଶ୍
- ପର୍ତୁଗୀଜ (ୟୁରୋପିଆନ୍)
- ରୋମାନିଆନ୍
- ଋଷିୟ
- ସ୍ପେନିସ୍ (ଲାଟିନ୍ ଆମେରିକା)
- ଟାଗଲଗ୍
- Taiwanese
- ତେଲୁଗୁ
- ଉର୍ଦ୍ଦୁ
- ଭିଏତନାମୀ
ପର୍ଯ୍ୟାୟସମୁହ
-
ସାରାର କାହାଣୀ
ଏକ ଗୁପ୍ତ ଚର୍ଚ୍ଚ ପତ୍ରିକାର ପ୍ରକାଶନରେ ସହାୟତା କରିଥିବା ପାଇଁ ସାରାଙ୍କୁ ଗିରଫ କରାଗଲା ଏବଂ ମାଡ଼ ଦିଆଗଲା |
-
ଆଲେକ୍ସର କାହାଣୀ
ଏକ କୋଲୋମ୍ବିୟାନ୍ ବ୍ୟକ୍ତି ଯିଏ FARC ଆତଙ୍କବାଦୀଙ୍କ ନେତୃତ୍ୱରେ ହୋଇଥିବା ନରସଂହାରରୁ ବଞ୍ଚିଯାଇଥିଲେ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ଦେଇ ସେ ଆପଣା ହତ୍ୟା ପ୍ରଯତ୍ନକାରୀଙ୍କୁ କ... more
ଆଲେକ୍ସର କାହାଣୀ
ଏକ କୋଲୋମ୍ବିୟାନ୍ ବ୍ୟକ୍ତି ଯିଏ FARC ଆତଙ୍କବାଦୀଙ୍କ ନେତୃତ୍ୱରେ ହୋଇଥିବା ନରସଂହାରରୁ ବଞ୍ଚିଯାଇଥିଲେ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ ଦେଇ ସେ ଆପଣା ହତ୍ୟା ପ୍ରଯତ୍ନକାରୀଙ୍କୁ କ୍ଷମା ଦେଇଥିବା ତାଙ୍କ ଯାତ୍ରା |
-
ଶାଫିୟାର କାହାଣୀ
ଶାଫିୟାର ଅପହରଣର ଦୁଃସ୍ୱପ୍ନ ସେତେବେଳେ ଅନ୍ତହେଲା ଯେବେ ସେ ତାଙ୍କ ବାର୍ବାରିକ କାରାଗାର ଦ୍ୱାର ଖୋଲା ପାଇଲେ | କିନ୍ତୁ ଏକ ଦୁଃସ୍ୱପ୍ନ ଅନ୍ତ ହେଉହେଉ ଅନ୍ୟଟି ଆରମ୍ଭ ହୋଇଥିଲା |.
-
ସଲାୱତ୍ ର କାହାଣୀ
ତାଙ୍କ ବିଶ୍ୱାସ ସକାଶେ ଜେଲ୍ରେ ସମୟ ବିତାଇବା କ'ଣ ହୋଇଥାଏ ଏହା ସଲାୱତ୍ ଜାଣନ୍ତି| ସିଏ ମଧ୍ୟ ଜାଣନ୍ତି ଯେ ତାଙ୍କ ପରିବାର କିଭଳି କଷ୍ଟଭୋଗ କଲେ | ସେ ପୁନଃର୍ବାର ଜେଲ୍କୁ ପଠାଇ... more
ସଲାୱତ୍ ର କାହାଣୀ
ତାଙ୍କ ବିଶ୍ୱାସ ସକାଶେ ଜେଲ୍ରେ ସମୟ ବିତାଇବା କ'ଣ ହୋଇଥାଏ ଏହା ସଲାୱତ୍ ଜାଣନ୍ତି| ସିଏ ମଧ୍ୟ ଜାଣନ୍ତି ଯେ ତାଙ୍କ ପରିବାର କିଭଳି କଷ୍ଟଭୋଗ କଲେ | ସେ ପୁନଃର୍ବାର ଜେଲ୍କୁ ପଠାଇ ଦିଆଯାଇପାରନ୍ତି ବୋଲି ସେ ବର୍ତ୍ତମାନ ଚିନ୍ତାକରନ୍ତି |
-
ପାଦିନାର କାହାଣୀ
ପାଦୀନା ଅତ୍ମହତ୍ୟା କରିବାକୁ ଦୄଢ଼ ନିଶ୍ଚିତ ଥିଲେ | ସିଏ ଯୀଶୁ ଖ୍ରୀଷ୍ଟଙ୍କୁ ଲଜ୍ଜିତ କରି...ଆଲ୍ଲାହ୍ଙ୍କୁ ଗୌରବାନ୍ୱିତ କରିବାକୁ ଯୋଜନା କଲେ | ସିଏ ଏକ ସମ୍ପୁର୍ଣ୍ଣ ମୁସଲ୍ମାନ... more
ପାଦିନାର କାହାଣୀ
ପାଦୀନା ଅତ୍ମହତ୍ୟା କରିବାକୁ ଦୄଢ଼ ନିଶ୍ଚିତ ଥିଲେ | ସିଏ ଯୀଶୁ ଖ୍ରୀଷ୍ଟଙ୍କୁ ଲଜ୍ଜିତ କରି...ଆଲ୍ଲାହ୍ଙ୍କୁ ଗୌରବାନ୍ୱିତ କରିବାକୁ ଯୋଜନା କଲେ | ସିଏ ଏକ ସମ୍ପୁର୍ଣ୍ଣ ମୁସଲ୍ମାନ ଥିଲେ, କିନ୍ତୁ ଶୀଘ୍ର ହିଁ ତାଙ୍କୁ ମୁସଲ୍ମାନ ମାନେ ହତ୍ୟା କରିବାକୁ ଚାହିଁବେ |
-
ବାଉନ୍ଚାନ୍ର କାହାଣୀ
ଏକ କମ୍ୟୁନିଷ୍ଟ ସୈନ୍ୟ ରୁପେ ସମ୍ମାନିତ |. ଯୀଶୁ ଖ୍ରୀଷ୍ଟଙ୍କ ଅନୁଗାମୀ ରୁପେ ତିରସ୍କୄତ |. ଏକ ଦଶନ୍ଧିରୁ ଅଧିକ ଧରି ଖ୍ରୀଷ୍ଟଙ୍କ ନିମନ୍ତେ କାରାଗାର ପ୍ରାପ୍ତ |
-
ୱିକ୍ଟୋରିଆର କାହାଣୀ
ଯେତେବେଳେ ୱିକ୍ଟୋରିଆ ଏବଂ ଡିପର୍ ଲାଇଫ୍ ଚର୍ଚ୍ଚ ଗମ୍ବେ, ନାଇଜେରିଆ ର ତାଙ୍କ ସାଥି ବିଶ୍ୱାସୀ ମାନେ ଏକତ୍ର ହୋଇ ତାଡ଼ନା ପ୍ରାପ୍ତ ଚର୍ଚ୍ଚ ନିମନ୍ତେ ପ୍ରାର୍ଥନା କଲେ, ସେମାନେ ଭା... more
ୱିକ୍ଟୋରିଆର କାହାଣୀ
ଯେତେବେଳେ ୱିକ୍ଟୋରିଆ ଏବଂ ଡିପର୍ ଲାଇଫ୍ ଚର୍ଚ୍ଚ ଗମ୍ବେ, ନାଇଜେରିଆ ର ତାଙ୍କ ସାଥି ବିଶ୍ୱାସୀ ମାନେ ଏକତ୍ର ହୋଇ ତାଡ଼ନା ପ୍ରାପ୍ତ ଚର୍ଚ୍ଚ ନିମନ୍ତେ ପ୍ରାର୍ଥନା କଲେ, ସେମାନେ ଭାବି ନଥିଲେ ଯେ କେତେ ଶୀଘ୍ର ସେମାନେ ନିଜେ ତାଡ଼ନା ପ୍ରାପ୍ତ ହେବେ |
-
ଲେଇନାର କାହାଣୀ
ଯେମିତି ଲେଇନା ପ୍ରାର୍ଥନା କଲେ, ସେ ଯୁ୍ଦ୍ଧଗ୍ରସ୍ଥ ସିରିୟାରେ ତାଙ୍କ ସାକ୍ଷ ହେବାକୁ ପରମେଶ୍ୱରଙ୍କୁ ଆପଣା ଜୀବନ ସମର୍ପଣ କଲେ | କିନ୍ତୁ ସେ ଅନୁଭବ କଲେ ଯେ ପ୍ରଭୁ ତାଙ୍କ ନିଜ ଜୀବ... more
ଲେଇନାର କାହାଣୀ
ଯେମିତି ଲେଇନା ପ୍ରାର୍ଥନା କଲେ, ସେ ଯୁ୍ଦ୍ଧଗ୍ରସ୍ଥ ସିରିୟାରେ ତାଙ୍କ ସାକ୍ଷ ହେବାକୁ ପରମେଶ୍ୱରଙ୍କୁ ଆପଣା ଜୀବନ ସମର୍ପଣ କଲେ | କିନ୍ତୁ ସେ ଅନୁଭବ କଲେ ଯେ ପ୍ରଭୁ ତାଙ୍କ ନିଜ ଜୀବନଠୁଁ କିଛି ଅଧିକ ମାଗୁଛନ୍ତି | କ'ଣ ସେ ସେହି ପ୍ରତିଶୄତି ଦେଇପାରିବେ?
-
ସୁଟାର କାହାଣୀ
ଦେଖନ୍ତୁ ସୁଟାର ଈଶ୍ୱରଙ୍କ ପ୍ରତି ଆଜ୍ଞାକାରିତା, କିପରି ସେ ଗ୍ରାମକୁ ଫେରିବାରୁ ଯେଉଁ ଗ୍ରାମକୁ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଛାଡ଼ି ଚାଲିଯିବାକୁ ଆଦେଶ ଦେଇଥିଲେ, ନା କେବ... more
ସୁଟାର କାହାଣୀ
ଦେଖନ୍ତୁ ସୁଟାର ଈଶ୍ୱରଙ୍କ ପ୍ରତି ଆଜ୍ଞାକାରିତା, କିପରି ସେ ଗ୍ରାମକୁ ଫେରିବାରୁ ଯେଉଁ ଗ୍ରାମକୁ ହିନ୍ଦୁ କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଛାଡ଼ି ଚାଲିଯିବାକୁ ଆଦେଶ ଦେଇଥିଲେ, ନା କେବଳ ତାଙ୍କ ନିଜ ଜୀବନ କିନ୍ତୁ ତାଙ୍କୁ ଘୄଣା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ପରିବର୍ତ୍ତୀତ କରେ |