ବୀରତାପୁର୍ଣ୍ଣ ବିଶ୍ୱାସ – ଅନୁକ୍ରମ (ହିରୋଇକ୍ ଫୈଥ୍ - ସିରିଜ୍)
ଶୃଂଖଳା 2 ପର୍ଯ୍ୟାୟସମୁହ
ମାତା-ପିତାଙ୍କ ପରାମର୍ଶ ସୁପାରିଶ କରାଯାଏ
ଯୀଶୁଙ୍କ ନାମ ଶକାସୁ କ୍ଲେଶ ପାଇବା ସାରା ବିଶ୍ୱରେ ହୋଇଥାଏ ଆଊ ଏହି ପୀଡ଼ିତ ଦେଶରେ ଥିବା ଭାଇ ଏବଂ ଭଉଣୀ ମାନଙ୍କ ସକାଶେ ପ୍ରାର୍ଥନା ଓ ସମର୍ଥନ କରିବା ଆମର ଦାୟିତ୍ୱ ଅଟେ | ୱାୟ୍ସ୍ ଆଫ୍ ଦି ମାର୍ଟିୟର୍ସ ର ଏହି ଆଠଗୋଟି ଲଘୁ ଚଳଚିତ୍ରରେ, ତିନିଗୋଟି ମହାଦେଶରୁ ତାଡ଼ନାପ୍ରାପ୍ତ ଖ୍ରୀଷ୍ଟଙ୍କ ଅନୁଗାମୀ ଭୟଙ୍କର କ୍ଲେଶ ମଧ୍ୟେ ତାଙ୍କ ଆଶା ଓ ବିଶ୍ୱାସର କାହାଣୀ ବାଣ୍ଟିଛନ୍ତି | ଏହି ବିଶ୍ୱାସୀମାନଙ୍କ ଦୄଢ଼ ବିଶ୍ୱାସ ତାଙ୍କ ଯନ୍ତ୍ରଣାକାରୀଙ୍କ ପ୍ରତି କ୍ଷମା ଜଗତର ଶେଷ ପର୍ଯ୍ୟନ୍ତ ଆପଣାର ଏହି ଭାଇ ଏବଂ ଭଉଣୀମାନଙ୍କ ମହାନ ହୄଦୟର ସ୍ମରଣ କରାଇବ |
- ଆଲବାନ୍
- ଆଜେରବାଇଜାନ
- ବଙ୍ଗ
- ବଙ୍ଗଳା (ମାନକ)
- ବର୍ମା
- ଚାଇନିଜ୍ (ପାରମ୍ପାରିକ)
- ଚାଇନିଜ୍ (ସରଳୀକୃତ)
- ଡଚ୍
- ଇଂରାଜୀ
- ଫ୍ରେଞ୍ଚ
- ଜର୍ମାନ୍
- Greek
- ହାଉସା
- ହିବ୍ରୁ
- ହିନ୍ଦୀ
- ଇଣ୍ଡୋନେସିଆନ୍
- କନ୍ନଡ
- କୋରିଆନ୍
- ଲାଓ
- ମରାଠୀ
- ନେପାଳୀ
- ଓଡିଆ (ଓରିଆ)
- ପାର୍ସୀ
- ପୋଲିଶ୍
- Portuguese (Brazilian)
- ପର୍ତୁଗୀଜ (ୟୁରୋପିଆନ୍)
- ରୋମାନିଆନ୍
- ଋଷିୟ
- ସ୍ପେନିସ୍ (ଲାଟିନ୍ ଆମେରିକା)
- ତେଲୁଗୁ
- ଉର୍ଦ୍ଦୁ
- ଭିଏତନାମୀ
ପର୍ଯ୍ୟାୟସମୁହ
-
ଫଜଲ୍ର କାହାଣୀ
ଏହି ଭିଡ଼ିଓ ଆପଣଙ୍କୁ ଓ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଆମର ପାକିସ୍ତାନି ଖ୍ରୀଷ୍ଟିୟ ପରିବାର ଓ ସାରା ଜଗତର ତାଡ଼ନା ପ୍ରାପ୍ତ ବିଶ୍ୱାସୀ ମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରେରିତ ଏ... more
ଫଜଲ୍ର କାହାଣୀ
ଏହି ଭିଡ଼ିଓ ଆପଣଙ୍କୁ ଓ ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଆମର ପାକିସ୍ତାନି ଖ୍ରୀଷ୍ଟିୟ ପରିବାର ଓ ସାରା ଜଗତର ତାଡ଼ନା ପ୍ରାପ୍ତ ବିଶ୍ୱାସୀ ମାନଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରେରିତ ଏବଂ ଆହ୍ୱାନ୍ୱିତ କରିବ |
-
ସାଙ୍ଗ୍-ଚୁଲ୍ର କାହାଣୀ
ଏଇ କାହାଣୀକୁ ପାଦ୍ରି ହାନ୍ଙ୍କ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣେ, ସାଙ୍ଗ୍-ଚୁଲ୍ଙ୍କ ଦୄଷ୍ଟି ମାଧ୍ୟମାରେ କୁହାଯାଇଛି, ଏମିତିକା ଏକ ବ୍ୟକ୍ତି ଯିଏ ବିପଦ ଥିବା ସତ୍ତ୍ୱେ ଉତ୍ତର କୋରିୟ... more
ସାଙ୍ଗ୍-ଚୁଲ୍ର କାହାଣୀ
ଏଇ କାହାଣୀକୁ ପାଦ୍ରି ହାନ୍ଙ୍କ ଶିଷ୍ୟ ମାନଙ୍କ ମଧ୍ୟରୁ ଜଣେ, ସାଙ୍ଗ୍-ଚୁଲ୍ଙ୍କ ଦୄଷ୍ଟି ମାଧ୍ୟମାରେ କୁହାଯାଇଛି, ଏମିତିକା ଏକ ବ୍ୟକ୍ତି ଯିଏ ବିପଦ ଥିବା ସତ୍ତ୍ୱେ ଉତ୍ତର କୋରିୟାର ଲୋକମାନଙ୍କ ସହ ସୁସମାଚାର ବାଣ୍ଟିବା ଜାରି ରଖିଛନ୍ତି |