ଯୋହନଙ୍କ ସୁସମାଚାର

ଯୋହନଙ୍କ ସୁସମାଚାର ବାଇବଲ ଲିପିର ଏପରି ଏକ ଚଳଚିତ୍ର ସଂସ୍କରଣ ଯେପରିକି ବାସ୍ତବରେ ଏହା ଲେଖାଯାଇଛି | ଯୀଶୁଙ୍କ ମୂଳ କଥାକୁ ଲିପି ରୂପେ ନେଇ - ଶବ୍ଦ ବଦଳେ ଶବ୍ଦ ନେଇ - ଏହି ଗହନ ଏବଂ ଆଶ୍ଚର୍ଯ୍ୟଜନକ ଚଳଚିତ୍ର ଇତିହାସର ସବୁଠାରୁ ପବିତ୍ର ଗ୍ରନ୍ଥ ଉପରେ ଏକ ନୂତନ ଆଲୋକ ପ୍ରକାଶ କରେ | ଅତି ସୁନ୍ଦର ଭାବେ ଚିତ୍ରାଙ୍କିତ, ଅଦ୍ଭୁତ ରୁପେ ପ୍ରଦର୍ଶିତ, ଧାର୍ମିକ, ଐତିହାସିକ ଏବଂ ଆଧୁନିକ ପୁରାତାତ୍ତ୍ୱିକ ମାନଙ୍କ ଦ୍ୱାରା ସୁଚିତ, ଏହି ଚଳଚିତ୍ର ଦେଖିବା ଏବଂ ସମ୍ପଦ କରି ରଖିବା ଯୋଗ୍ୟ ଅଟେ | ଲୁମୋ ପ୍ରୋଜେକ୍ଟ୍‍ ଦ୍ୱାରା ଚିତ୍ରାଙ୍କିତ |

ପର୍ଯ୍ୟାୟସମୁହ

  • Mark müjdəsi

    MARK MÜJDƏSİ İncil mətnindən sözbəsöz yazı kimi istifadə edərək orijinal İsa hekayəsini ekrana gətirir. Lumo Layihəsi tərəfindən çəkilmişdir.

    2:20:45
  • Yəhyanın Müjdəsi

    Yəhyanın Müjdəsi filmi Müqəddəs Kitab mətnində yazıldığı kimi çəkilən ilk film versiyasıdır. İsanın hekayəsindən orijinalda yazıldığı kimi sözb... more

    2:59:58