ଯୋହନଙ୍କ ସୁସମାଚାର

ଯୋହନଙ୍କ ସୁସମାଚାର ବାଇବଲ ଲିପିର ଏପରି ଏକ ଚଳଚିତ୍ର ସଂସ୍କରଣ ଯେପରିକି ବାସ୍ତବରେ ଏହା ଲେଖାଯାଇଛି | ଯୀଶୁଙ୍କ ମୂଳ କଥାକୁ ଲିପି ରୂପେ ନେଇ - ଶବ୍ଦ ବଦଳେ ଶବ୍ଦ ନେଇ - ଏହି ଗହନ ଏବଂ ଆଶ୍ଚର୍ଯ୍ୟଜନକ ଚଳଚିତ୍ର ଇତିହାସର ସବୁଠାରୁ ପବିତ୍ର ଗ୍ରନ୍ଥ ଉପରେ ଏକ ନୂତନ ଆଲୋକ ପ୍ରକାଶ କରେ | ଅତି ସୁନ୍ଦର ଭାବେ ଚିତ୍ରାଙ୍କିତ, ଅଦ୍ଭୁତ ରୁପେ ପ୍ରଦର୍ଶିତ, ଧାର୍ମିକ, ଐତିହାସିକ ଏବଂ ଆଧୁନିକ ପୁରାତାତ୍ତ୍ୱିକ ମାନଙ୍କ ଦ୍ୱାରା ସୁଚିତ, ଏହି ଚଳଚିତ୍ର ଦେଖିବା ଏବଂ ସମ୍ପଦ କରି ରଖିବା ଯୋଗ୍ୟ ଅଟେ | ଲୁମୋ ପ୍ରୋଜେକ୍ଟ୍‍ ଦ୍ୱାରା ଚିତ୍ରାଙ୍କିତ |

ପର୍ଯ୍ୟାୟସମୁହ

  • Il Vangelo secondo Matteo

    IL VANGELO SECONDO MATTEO è stato il Vangelo più popolare nei primi secoli cristiani. Scritto per una comunità cristiana che inizia a separarsi dal... more

    3:09:56
  • Il Vangelo secondo Marco

    IL VANGELO SECONDO MARCO porta sullo schermo la narrazione originale di Gesù usando parola per parola il testo evangelico come copione. Girato dal ... more

    2:03:21
  • Il Vangelo secondo Luca

    IL VANGELO SECONDO LUCA, più di ogni altro, rientra nella categoria della biografia antica. Luca, come "narratore" degli eventi, vede Gesù come il ... more

    3:24:50
  • Il Vangelo secondo Giovanni

    IL VANGELO SECONDO GIOVANNI è la prima versione mai filmata del testo biblico così come è stato effettivamente scritto. Usando come sceneggiatura la ... more

    2:40:39